ଝିଅ ନାଁରେ ମା ଆଣିଲା ସାଙ୍ଘାତିକ ଅଭିଯୋଗ । ଝିଅ ନିଶା ଖାଇ ସାଙ୍ଗମାନଙ୍କ ସହ ମିଶି ଝିଅ ମାଡ଼ ମାରି ଲହୁ ଲୁହାଣ କରିଥିବା ଅଭିଯୋଗ ଆଣିଛି ମାଆ । ଏନେଇ ଧଉଳି ଥାନାର ଦ୍ବାରସ୍ତ ହୋଇଛନ୍ତି ମହିଳା ।
#girls #drunkard #alcoholic #alcoholicdrinks #AlcoholicGirl #Bhubaneswar #mother #Odisha