ଓଡିଶାକୁ ଆସୁଛି ପୁଳା ପୁଳା ବ୍ରାଉନସୁଗର । ନିଶା କବଳରେ ଏବେ ଓଡିଶା । ରାଜ୍ୟକୁ ଆସୁଥିବା ଏହି ଧଳାଜହର ପଛର ଚେର ଖୋଜୁଛି ପ୍ରବର୍ତନ ନିର୍ଦେଶାଳୟ । ଧଳା ଜହର ବିକ୍ରି ପରେ ଆଦାୟ ହେଉଥିବା ଟଙ୍କା କାହା ପାଖକୁ ଯାଉଛି ? ରାଜ୍ୟ ବାହାରେ ଥିବା କିଙ୍ଗପିନ କିଏ ?
#ArgusNews #BrownSugar #Odisha #Balasore