ନିଷିଦ୍ଧ ପରେ ବି ପଲିଥିନର ବହୁଳ ବ୍ୟବହାର । ଜିଲ୍ଲା ପ୍ରଶାସନ କଡାକଡି ପଦକ୍ଷେପ ଜରୁରୀ । ଲୋକେ ବି ସଚତେନ ହେବାର ଅବଶ୍ୟକ । ଦେଖନ୍ତୁ, ଯାହା ହାତରେ ଦେଖିବେ ପଲିଥିନ୍ । କିଏ ପରିବା ବୋହି ନେଉଛି ତ କିଏ ସଉଦା । ପଲିଥିନ୍ ଲୋକଙ୍କ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷରେ ପରିଣତ ହୋଇଛି । ଏ ଦୃଶ୍ୟ ହେଉଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ।
#polyethylene #polution #ArgusNews #Odisha #kalahandi