ନିଷ୍ପାପ ତିନି ଶିଶୁ ଦୁନିଆ ସମ୍ପର୍କରେ କିଛି ଜାଣିବାପୁର୍ବରୁ ଜନ୍ମ ଦେଇଥିବା ମା' କୁ ସେମାନଙ୍କ ପାଖରୁ ଛଡାଇ ନେଇଛି ଦଇବ । ଏବେ ପାଞ୍ଚ ବର୍ଷରୁ କମ ତିନି ଛୁଆଙ୍କ ଜୀବନ ବୃଦ୍ଧ ରୋଗୀଣା ଅଜା ଓ ଅନ୍ଧୁଣି ଆଇଙ୍କ ହାତରେ । ଏ ଚିତ୍ର ହେଉଛି ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ବେଙ୍ଗସର ଗ୍ରାମର ।
#innocentchildren #motherlove #orphaned #future #Berhampur #Odisha #ArgusNews