ବିଶିଷ୍ଟ ସମାଜବାଦୀ ନେତା ତଥା ସ୍ବାଧୀନତା ସଂଗ୍ରାମୀ ସାରଙ୍ଗଧର ଦାସଙ୍କ ଜନ୍ମ ଢେଙ୍କାନାଳ ସହର ନିକଟବର୍ତ୍ତୀ ହରେକୃଷ୍ଣପୁର ଗାଁରେ । ସେ ଥିଲେ ଓଡିଶାରେ ସମାଜବାଦୀ ଆନ୍ଦୋଳନର କଣ୍ଣଧାର ।
ଥିଲେ ମଧ୍ୟ ଜଣେ ସାଲିସ ବିହୀନ ରାଜନେତା
#Odisha #Freedomfighter #SarangadharaDas #Odisha #ArgusNews