#ନିହଣ_ମୁନରେ_ନିଖୁଣ_କାମ
କାଠରେ ବିସ୍ମୟ କାରିଗରୀ । ଶିଳ୍ପୀଙ୍କ ନିହଣ ମୁନରେ ଖୋଦେଇ ହୋଇଛି ଅପରୂପ ଦେବ ବିଗ୍ରହ । ଏଭଳି କାରୁକାର୍ଯ୍ୟ ପାଇଁ ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ ଫତେଗଡ ପଂଚାୟତର ଯୁବ ବିନ୍ଧାଣି ଭୀମସେନ ଖୁଣ୍ଟିଆ ହାସଲ କରିଛନ୍ତି ରାଜ୍ୟ ହସ୍ତ ଶିଳ୍ପ ପୁରସ୍କାର । ତାଙ୍କର କାଠ କାମ ସୃଷ୍ଟି କରିଛି ଉତ୍କଳୀୟ କଳାର ଉତ୍କର୍ଷତା ।
#GoodNews #nayagarh #craftsmanship #wood #BhimsenKhuntia #woodwork #Odisha #ArgusNews