#ସୀମା_ନିର୍ଧାରଣ_ନେଇ_ସରକାରଙ୍କ_ନିଷ୍ପତ୍ତିକୁ_ଯୋରଦାର_ବିରୋଧ
ରାଜ୍ୟରେ ଯେତିକି ପଞ୍ଚାୟତ ରହିଛି, ସେତିକି ରହିବ । ସେ ସଂଖ୍ୟା ବଢ଼ିବାର ନାହିଁ । ୱାର୍ଡରେ ବି ପରିବର୍ତ୍ତନ ହେବ ନାହିଁ । ରାଜ୍ୟ ସରକାର ଏ ସଂପର୍କରେ ରାଜ୍ୟ ନିର୍ବାଚନ କମିସନଙ୍କୁ ଜଣାଇ ଦେଇଛନ୍ତି । ସରକାରଙ୍କ ଏଭଳି ସୂଚନା ପରେ ନିର୍ବାଚନ ପୂର୍ବରୁ ପଞ୍ଚାୟତ ସୀମା ନିର୍ଧାରଣ ହେବା ନେଇ ଚାଲିଥିବା କଳ୍ପନା ଜଳ୍ପନାରେ ପଡ଼ିଛି ପୂର୍ଣ୍ଣଛେଦ ।
#ArgusNews #Odisha #PanchayatElection #BJP #BJD #Congress