ରାୟଗଡ଼ା କଲ୍ୟାଣସିଂହପୁର ବ୍ଲକର ପାର୍ସାଲି ପଞ୍ଚାୟତ ଓ ସୁନାଖଣ୍ଡି ପଞ୍ଚାୟତର ନିୟମଗିରି ଅଞ୍ଚଳରେ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧଙ୍କୁ ସ୍ବାବଲମ୍ବୀ କରିବା ପାଇଁ କାମ କରୁଛି ଓଡ଼ିଶା ସରକାର ଡିକେଡିଏ ଓ ଓପିଲିପି ସଂସ୍ଥା । ହେଲେ ବିକାଶ ଏଠି ନିମ୍ନମୁଖୀ
#Raygada #Niyamgiri #Underdevelopment #govtscheme #ArgusNews