ରାୟଗଡ଼ା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଲକର ପାର୍ସାଲି ପଞ୍ଚାୟତ ଓ ସୁନାଖଣ୍ଡି ପଞ୍ଚାୟତର ନିୟମଗିରି ଅଞ୍ଚଳରେ ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ଲୋକେ ବସବାସ କରନ୍ତି । ଏହି ଜନଜାତି ଲୋକଙ୍କର ଆର୍ଥିକ ଅଭିବୃଦ୍ଧି ଓ ସ୍ବାବଲମ୍ବୀ କରିବା ପାଇଁ ଓଡ଼ିଶା ସରକାର ଡିକେଡିଏ ଓ ଓପିଲିପି ସଂସ୍ଥା ମାଧ୍ୟମରେ କରି ଆସୁଛନ୍ତି । ଦେଶ ସ୍ବାଧିନତାର ୭୫ ବର୍ଷ ବିତିଗଲା ପରେ ବି ଏଇ ଅଞ୍ଚଳ ବାସୀ ନିଜ ମୌଳିକ ଅଧିକାର ପାଇବାରୁ ପାଇଁ ବଞ୍ଚିତ ରହିଛନ୍ତି ।
#Rayagada #Dangaria #Kandha #people #OdishaCM #Odisha #ArgusNews