କୋଭିଡ ଗାଇଡଲାଇନର ଖୁଲମଖୁଲା ଉଡାଇଲେ ଧଜ୍ଜିଆ...ନିଜ ବାହାଘରରେ ବିନା ମାସ୍କରେ ଧୂମ୍ ମଚାଇଲେ ସରପଞ୍ଚ...ମାନିଲେନି ସାମାଜିକ ଦୂରତା...ଅନୁଗୁଳ ଆଠମଲ୍ଲିକ କିଶୋର ନଗର ବ୍ଲକ ସଞ୍ଜମୁରା ପଞ୍ଚାୟତରୁ ଆସିଲା ଦୃଶ୍ୟ
#ArgusNews #Odisha #NewsChannel #ArgusNewsTV #Angul #Collector #Corona_Guideline #Athamalik