ନୀତିକାନ୍ତି ରେ ସୀମିତ ଛତିଆ ରଥଯାତ୍ରା । ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ବା ରଥଯାତ୍ରା କୋରନା କଟକଣା ପାଇଁ ବନ୍ଦ ରହିଥିବା ବେଳେ କେବଳ ନୀତିକାନ୍ତି ରେ ସମ୍ପର୍ଣ୍ଣ ହେଉଛି ଯାଜପୁର ଜିଲ୍ଲା ଛତିଆ ଦ୍ବିତୀୟ ଶ୍ରୀକ୍ଷେତ୍ର ଭାବେ ପରିଚିତ ଛତିଆ ରଥଯାତ୍ରା, ଏହାକୁ ନେଇ କଣ ପ୍ରତିକ୍ରିୟା ରଖିଛନ୍ତି ସ୍ଥାନୀୟ ଲୋକ ଶୁଣନ୍ତୁ
#ArgusNews #Odisha #ArgusNewsTV #jajpur #Chhatia #RathYatra2021