ଚଳିତ ବର୍ଷ ମଧ୍ୟ ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ କୋଭିଡ଼ କଟକଣାରେ ଜଗନ୍ନାଥ ମନ୍ଦିରରେ କେବଳ ନୀତିକାନ୍ତି କରାଯାଉଛି। ରଥ ନିର୍ମାଣ ଅଧାରେ ଥିବା ବେଳେ ଚତୁର୍ଦ୍ଧାମୂର୍ତ୍ତି ଅଣସର ଘରେ ନବ ଯୌବନ ଦର୍ଶନ ଦେଉଛନ୍ତି ବିନା ଭକ୍ତରେ ।
#ArgusNews #Odisha #Balasore #Nilagiri #RathYatra2021 #JayJagannath