ଦୀର୍ଘ ଦିନର ସ୍ବପ୍ନ ପୂରଣ ହେବାକୁ ଯାଉଛି । କେନ୍ଦ୍ରମନ୍ତ୍ରୀଙ୍କ ପ୍ରତିଶୃତି ପରେ ନୀଳଗିରିକୁ ଟ୍ରେନ ଚଳାଚଳ ପାଇଁ ରେଳ ବିଭାଗ ପକ୍ଷରୁ ପରୀକ୍ଷା ପାଇଁ ପରୀକ୍ଷଣ ଟ୍ରେନ ଆସିଛି ନୀଳଗିରିକୁ । ମାର୍ଚ୍ଚ ସୁଦ୍ଧା ଟ୍ରେନ ଚାଲିବା ନେଇ ଚାଲିଛି ପ୍ରସ୍ତୁତି
#Balasore #Nilagiri #Train #PraapSarangi #railway #ArgusNews