ମମିତା ମେହେର ହତ୍ୟା କାଣ୍ଡର ସମ୍ପୃକ୍ତି ଥିବା ରାଜ୍ୟ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର ଓ ଗିରଫ ଦାବୀରେ ନୀଳଗିରି କଂଗ୍ରେସ ପକ୍ଷରୁ ନୀଳଗିରି ବସଷ୍ଟାଣ୍ଡ ବାଇପାସ ଛକ ଠାରେ ଧର୍ମଘଟ, ହରତାଳ ଓ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା । ଦେଖନ୍ତୁ କିଭଳି ରହିଛି ଚିତ୍ର
#Balasore #Nilagiri #JusticeForMamita #Congressstrike #DibyashankarMishra #ArgusNews