ନୀଳଗିରି ର ବିଭିନ୍ନ କ୍ଷେତ୍ରରେ ଯୁବ ପ୍ରତିଭା ମାନଙ୍କୁ ଉତ୍ସାହିତ ଓ ପ୍ରସ୍ଫୁଟିତ କରିବା ପାଇଁ ନୀଳଗିରିର ଉଦିୟମାନ ଯୁବକ ମାନଙ୍କ ଦ୍ୱାରା ଉଦଘାଟିତ ହୋଇଛି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ "ନୀଳଗିରି ୟୁଥ ଫେଷ୍ଟ"।
#Nilagiri #Balasor #Youngtalent #program #NilgirisYouthFest #YouthFest #Odisha #ArgusNews