ଗଡଜାତ ଅଞ୍ଚଳ ନୀଳଗିରିରେ ୨୦୦ ଶହ ବର୍ଷ ଧରି ନୀଳଗିରି ରାଜ ପରିବାର ପକ୍ଷରୁ ନୀଳଗିରି ରାଜବାଟୀ ଓ ଜଗନ୍ନାଥ ମନ୍ଦିର ସମ୍ମୁଖରେ ନିଆରା ପରମ୍ପରା ବଳି ନାୟକ ଖେଳ ହୋଇଆସୁଛି। ରାଜା ଓ ପ୍ରଜାଙ୍କ ମଧ୍ୟରେ ଉତ୍ତମ ସମ୍ପର୍କ ସ୍ଥାପନ ପାଇଁ ହେଉଥିବା ଏହି ଖେଳ ଦେଖନ୍ତୁ ଇଏ କିଭଳି ପ୍ରକାରର ଖେଳ ଓ କେମିତି ହୁଏ ଖେଳ।
#Balasore #Nilagiri #Sacrifice #Odisha #ArgusNew