#ଶୀତର_ପହିଲା_ସ୍ପର୍ଶ_ସାଙ୍ଗକୁ_ନୂଆ_ଅତିଥିଙ୍କ_ଆଗମନ
#ପକ୍ଷୀରାବରେ_ମୁଖରିତ_ହେଉଛି_ଚିଲିକା
#ପକ୍ଷୀରାବରେ_ମୁଖରିତ_ହେଉଛି_ଚିଲିକା
ନୀଳାମ୍ବୁ ଚିଲିକାରେ ବଢୁଛି ବିଦେଶୀ ପକ୍ଷୀ ପକ୍ଷୀଙ୍କ ଭିଡ । ମାଇଲ ମାଇଲ ରାସ୍ତା ଅତିକ୍ରମ କରି ବିଦେଶୀ ପକ୍ଷୀ ଚିଲିକାରେ ପହଞ୍ଚିଛି । ପରିବେଶ ବେଶ୍ ଖାପ ଖୁଆଉ ଥିବାରୁ ପ୍ରତିବର୍ଷ ଏଠାକୁ ଲକ୍ଷାଧିକ ପକ୍ଷୀଙ୍କ ଆଗମନ ହୋଇଥାଏ ।
#Chilika #ChilikaLake #bird #touristplaces #Odisha #ArgusNews