#ନୂଆ_ଉପାୟରେ_ଗଂଜେଇ_ଚାଲାଣ
#ଧରିଲା_ମାଲକାନଗିରି_ପୋଲିସ
ପୋଲିସର ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ଏକ ଛତିଶଗଡ଼ ନମ୍ବର ଥିବା ୧୬ ଚକିଆ କୋଇଲା ବୋଝେଇ ଟ୍ରକକୁ ଅଟକାଇ ଯାଞ୍ଚ ସମୟରେ ସେଥିରେ ୯୪ ପକେଟ ଗଂଜେଇ ବସ୍ତାକୁ ଜବତ କରିବା ସହ ୩ ଜଣକୁ ଗିରଫ କରିଛି ପୋଲିସ ।
#Malkangiri #GanjaSeized #Police #Arrest #Smuggler #Odisha #ArgusNews