ଜମୁଛି ନିର୍ବାଚନ ପ୍ରଚାର। ନିଜ ଆଡକୁ ଭୋଟ ହାତେଇବା ପାଇଁ ଜିଲ୍ଲାପରିଷଦ ପ୍ରାର୍ଥୀ ମାନେ ଘର କୁ ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି । ନୂଆପଡ଼ା ଜିଲ୍ଲା ଏକ ନମ୍ବର୍ ଜୋନର ବିଜେପି ପ୍ରାର୍ଥୀ ଜ୍ଞାନେସ୍ବର ମାଝୀ ମାରାଥନ ପ୍ରଚାର କରୁଛନ୍ତି ।
#Nuapada #PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews