#ନୂଆପଡ଼ାରେ_ଖୋଲାଖୋଲି_ପିସି_କାରବାର
ଏକ ଠିକା କାମ ପରେ ପିସି ଭାଗବଣ୍ଟା କରୁଛନ୍ତି ଯନ୍ତ୍ରୀ ..ଭଲ କରି ଦେଖନ୍ତୁ ଏହି ଭିଜୁଆଲକୁ.... ଚାଲିଛି ଭାଗବଣ୍ଟା....ଚୌକି ଉପରେ ବିଡା ବିଡା ଟଙ୍କା.... ଟଙ୍କା ଗଣୁଥିବା ଏହି ଦୁଇ ଜଣ ହେଲେ ସିନାପାଲି ବ୍ଲକର ଦୁଇ ଜଣ ଯନ୍ତ୍ରୀ ହେଲେ ନାରାୟଣ ସାହୁ ଓ ଉପେନ୍ଦ୍ର ତିହାଡ଼ି ।
#ArgusNews #Nuapada #SarkariBabu CMO Odisha