ମଣ୍ଡି ଖୋଲିବା ପାଇଁ ଚାଷୀ ମୁଣ୍ଡିଆ ମାରି ପ୍ରତିବାଦ । ନୂଆପଡ଼ାରେ ଅନ୍ନଦାତାଙ୍କ ଅଭିନବ ଆନ୍ଦୋଳନ । ଜିଲ୍ଲାରେ ବିଦ୍ଧିବଦ୍ଧ ଭାବେ ମଣ୍ଡି ଖୋଲିନି । ସେଥିପାଇଁ ଧାନ ବିକ୍ରି କରିବାରେ ଚାଷୀଙ୍କୁ ହଇରାଣ ହେବାକୁ ପଡୁଛି ।
#Nuapada #FarmersIssue #FarmersProtest #RiceSelling #MandiOpen #ArgusNews