ଭୁବନେଶ୍ବର ସୁନ୍ଦରପଦା ନୂଆସାହିରେ ହତ୍ୟାକାଣ୍ଡ । ନୂଆବର୍ଷ ଭୋଜିକୁ ନେଇ ଗଣ୍ଡଗୋଳ, ପାଟିତୁଣ୍ଡ । ମୃତକ ଦୀପୁ ରାଉତ । ଦୀପୁଙ୍କୁ ଖଣ୍ଡାରେ ଆକ୍ରମଣ କରିଥିଲେ କପିଳେଶ୍ବର ଅଞ୍ଚଳର କିଛି ଯୁବକ । ମୃତଦେହ ଜବତ କରି ପୋଲିସ ତଦନ୍ତ ଜାରି ।
#Bhubaneswar #Murdercase #Odisha #ArgusNews