ନୂଆ ତରିକାରେ ପୁରୁଣା କ୍ରାଇମ୍ । ଦେଶୀ ଆପ୍ରେ ଚିଟ୍ଫଣ୍ଡ ଠକେଇ । ଦେଢ଼ କୋଟି ଟଙ୍କା ଠକେଇ ଅଭିଯୋଗରେ କମ୍ପାନୀ ମାଲିକ ଗିରଫ । ଅଭିଯୁକ୍ତ ପ୍ରିନ୍ସ କୁମାରକୁ ବୃନ୍ଦାବନରୁ ବାନ୍ଧିଲା ଇଓଡବ୍ଲ୍ୟ ।
#chitfund #fraudcase #DigitalRevolution #technology #Accused #arrested #CrimeBranch #OdishaNews #ArgusNews