#ନୂଆ_ନିର୍ମାନ_ରାସ୍ତାନୁ_ଉଛୁଠେ_ପିଚୁ
ଠିକାଦାର-ପୂର୍ତ୍ତ ବିଭାଗର୍ ମନମାନୀ । ସରକାରୀ ଟଙ୍କା ହରିଲୁଟ୍ ଅଭିଯୋଗ । ନିମ୍ନମାନର୍ କାମ ବନ୍ଦ କରବାକେ ଦାବି । କାମକେ ନେଇ ଅଞ୍ଚଲବାସୀଙ୍କର୍ ଅସନ୍ତୋଷ । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ-ଧଲପୁର ଗ୍ରାମ୍ୟ ଉନ୍ନୟନ ରାସ୍ତା ନିର୍ମାନ କାମ ମୂଲ ହେଇଥିଲା ।
#boudha #purunacuttack #dhabalpur #roadwork #Roadissue #contraction #Odisha #ArgusNews