1ନୂଆ ବର୍ଷ ରେ ଚାଷୀଙ୍କୁ ମୋଦିଙ୍କ ଭେଟି। ଚାଷୀଙ୍କ ଆକାଉଣ୍ଟକୁ ଆସିଲା ପିଏମ କିଷାନ ନିଧିର ଦଶମ କିସ୍ତି। ଭର୍ଚୁଆଲ କାର୍ଯ୍ୟକ୍ରମରେ ଦେଶର 10 କୋଟି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନସଫର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
#PMKisan #Odisha #ArgusNews #farmers