ଆଜି ଶ୍ରୀମନ୍ଦିର ଖୋଲିଲା କେବଳ ପୁରୀବାସୀଙ୍କ ପାଇଁ । ସକାଳୁ ଜଗନ୍ନାଥ ଦର୍ଶନପାଇଁ ବିଭିନ୍ନ ୱାର୍ଡରୁ ଜଗନ୍ନାଥ ଦର୍ଶନ ପାଇଁ ଲୋକେ ଭିଡ ଲାଗାଇଥିବାବେଳେ କ୍ୟାମେରାଲରେ କଏଦ ହୋଇଥିଲା ଏହି ଦୃଶ୍ୟ । ନେଉଳଟି କେମିତି କରୁଛି କାଳିଆ ଦର୍ଶନ, ଦେଖନ୍ତୁ ।
#Odisha #puri #ArgusNews #SriJagannath #Srimandir #jagannath #JagannathTemple