ନେତାଜୀଙ୍କ ଜନ୍ମସ୍ଥାନକୁ ନେଇ ପୁଣି ଥରେ ବିବାଦ । ଦୈନିକ ବଙ୍ଗଳା ଆନନ୍ଦ ବଜାର ତାର ପ୍ରଥମ ପୃଷ୍ଠାରେ ନେତାଜୀ ବାଂଲାରେ ଜନ୍ମଗ୍ରହଣ କରିଥିବା ପ୍ରକାଶ ପାଇବା ପରେ ଦେଖାଦେଇଛି ପ୍ରତିବାଦ । କୋଲକାତାରେ ରହୁଥିବା ଓଡ଼ିଆ ସଂଗଠନ ପ୍ରବାସୀ ଓଡ଼ିଆ କଲ୍ୟାଣ ସମିତି ଏହାର ଜୋରଦାର ପ୍ରତିବାଦ କରିଛି ।
#Netaji #birthplace #Controversy #protests #kolkata #newspaper #ArgusNews