#ନେତାଜୀ_ସୁବାସ_ଚନ୍ଦ୍ର_ବୋଷଙ୍କୁ_ଅସମ୍ମାନ
#ବ୍ୟାଖ୍ୟାନ_କେନ୍ଦ୍ର_ପାଲଟିଛି_ଅସାମାଜିକଙ୍କ_ଆଡ୍ଡା
ଦେଖନ୍ତୁ ଏ ଦୃଶ୍ୟକୁ କିପରି ଭାବେ ଅଲୋଡ଼ା ହୋଇ ପଡ଼ିଛି କଟକ ଓଡ଼ିଆ ବଜାରରେ ଥିବା ନେତାଜୀ ବ୍ୟାଖ୍ୟାନ କେନ୍ଦ୍ର। ଛାତ, ଝରକା ଭାଙ୍ଗି ପଡିଥିବା ବେଳେ ଭଙ୍ଗା କାନ୍ଥକୁ ଏବେ ମରାମତି କରାଯାଉଛି। ବାହାର ପରିସର ବଣ ଜଙ୍ଗଲ ମୟ । ରାତିରେ ଏଠି ଅସାମାଜିକଙ୍କ ଆଡ୍ଡା ଜମୁଛି। ହେଲେ ଏଥିପ୍ରତି କାହାର ନଜର ନାହିଁ
#Cuttack #NetajiSubashChandraBose #odisha #ArgusNews