ନେସ୍କୋ ବିଦ୍ୟୁତ ଶ୍ରମିକ କର୍ମଚାରୀ ମିଳିତମଞ୍ଚ ପକ୍ଷରୁ ଟି ପି ଏନ ଓ ଡି ଏଲର ଜାନୁଗଞ୍ଜ ଗୋଲେଇ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ସହ ଧାରଣା । ୧୫ ବର୍ଷ ଧରି କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ନ ଦେଇ ତାର ମନମୁଖୀ ଶାସନ କରୁଥିବାରୁ ମିଳିତ ମଞ୍ଚ ଏହାକୁ ବିରୋଧ କରି ଏହି ଧାରଣା ଦେଇଛି ।
#Balasore #Protest #NESCO #electricworkers #employees #permanentjob #dharana #Odisha #ArgusNews