#କୋର୍ଟ_କେସର_ସଠିକ_ତଥ୍ୟ_ଦେଉନାହାନ୍ତି_ବିଭିନ୍ନ_ବିଭାଗ
#ନ୍ୟାୟିକ_ବ୍ୟବସ୍ଥାକୁ_ବାବୁଙ୍କ_ବେଖାତିର
ରାଜ୍ୟ ସରକାର ନ୍ୟାୟିକ ବ୍ୟବସ୍ଥାକୁ କିଭଳି ସମ୍ମାନ ଦେଉଛନ୍ତି ଏହି ଚିଠି ହେଉଛି ତାହାର ପ୍ରମାଣ। ନଜର ପକାନ୍ତୁ ମୁଖ୍ୟ ଶାସନ ସଚିବ ସମସ୍ତ ବିଭାଗକୁ ଲେଖିଥିବା ଏହି ଚିଠି ଉପରେ...ଯେଉଁଥିରେ ସେ ଲେଖିଛନ୍ତି ଯେ ରାଜ୍ୟର ସମସ୍ତ ୪୨ ଗୋଟି ବିଭାଗ ନ୍ୟାୟିକ ମାମଲାକୁ ହାଲୁକା ଭାବେ ନେଉଥିବା କାରଣରୁ ହାଇକୋର୍ଟ ଠୁ ନେଇ ସୁପ୍ରିମକୋର୍ଟରେ ଦୀର୍ଘ ଦିନ ଧରି ମାମଲା ଗଡି ଚାଲିଛି ।
#Odisha #ArgusNews #courtorder #HighCourt #SupremeCourtofIndia #disobey #Courtorderdisobey