ନ୍ୟାୟ ଅପେକ୍ଷାରେ ପରିବାର ଲୋକ ଝିଅକୁ ହରାଇବା ପରେ ଯେମିତି ନିଷ୍ପଦ ହୋଇଯାଇଛି ପରିବାରର । ପରିବାରର ଝିଅ ଥିଲା,ହେଲେ ଝିଅ ନୁହେଁ ସେ ପୁଅ ଭଳି କାର୍ଯ୍ୟ କରୁଥିଲା । ଏମିତି କୋହ ଭରାରେ କାନ୍ଦୁଛି ପରିବାରର । ଝିଅକୁ ହରାଇବା ପରେ ଏବେ ନ୍ୟାୟ ପାଇବା ପାଇଁ ମା'ର ଆକୁଳ ନିବେଦନ ।
#ArgusNews #Odisha #Bhadrak #police #ACP #protest