ବହୁ ଚର୍ଚ୍ଚିତ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟାକୁ ପୁରିଲା ୧୩ ବର୍ଷ । ତଥାପି ମିଳିଲାନି ନ୍ୟାୟ ।୮୪ ବର୍ଷୀୟ ସ୍ବାମୀଜୀ ଓ ତାଙ୍କର ଅନୁଗାମୀଙ୍କୁ କିଏ କରିଥିଲା ହତ୍ୟା । କିଏ ସେହି ଷଡଯନ୍ତ୍ରକାରୀ । ୧୩ ବର୍ଷ ପରେ ବି ନ୍ୟାୟକୁ ଅପେକ୍ଷା।
#Kanadhamal #SwamilaxmanandaSaraswati #Murder #Odisha #ArgusNews