#ସରିନି_ନ୍ୟାୟର_ଲଢେଇ
#ନ୍ୟାୟ_ପାଇଁ_ଅସରନ୍ତି_ଲଢେଇ_ଲଢୁଛନ୍ତି_ଏହି_୨୧_ପରିବାର
ନ୍ୟାୟ ପାଇଁ ଅସରନ୍ତି ଲଢେଇ । ଏବେ ବି ନ୍ୟାୟ ଅପେକ୍ଷାରେ ପରୀ, ପିହୁ, ଉଲ୍ଲାସ ଓ ଆଦିତ୍ୟ । ରାଜ୍ୟ ସରକାରଙ୍କଠୁ ନିରାଶ ପରେ ନ୍ୟାୟ ପାଇଁ ରାଜ୍ୟପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି 21 ପରିବାର । ଶାସକ ଦଳ ନେତାଙ୍କ ସଂପୃକ୍ତି ଯୋଗୁଁ ପୋଲିସ ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି
#BBSR #mahangaDoubleMurderCase #PariCase #OdishaPolice #Odisha #ArgusNews