#ପ୍ରତ୍ୟାଖ୍ୟାତଙ୍କ_ଆର୍ତ୍ତନାଦ
#ମିଛ_ସରକାର_ମିଛ_ପୋଲିସ_ମିଛ_କ୍ରାଇମବ୍ରାଞ୍ଚ
ଏକ ମାସ ମଧ୍ୟରେ ସିବିଆଇ ତଦନ୍ତ ନ ହେଲେ ସମସ୍ତ ପରିବାରକୁ ଇଚ୍ଛା ମୃତ୍ୟୁ ପାଇଁ ଆଦେଶ। ଏଇ ଦାବି ନେଇ ସୋମବାର ରାଜଧାନୀରେ ଏକାଠି ହୋଇଥିଲେ ନ୍ୟାୟ ପାଇଁ ଲଢେଇ କରୁଥିବା 21 ପରିବାର। ହତ୍ୟାକାରୀଙ୍କୁ ସୁରକ୍ଷା ଦେଉଛନ୍ତି ଶାସକ ଦଳର ନେତା-ମନ୍ତ୍ରୀ-ବିଧାୟକ। ସରକାର-ପୋଲିସ-କ୍ରାଇମବ୍ରାଞ୍ଚ ଉପରେ ଏମାନଙ୍କର ଆଉ ଭରସା ନାହିଁ ।
#PariCase #PihuCase #Police #CrimeBranch #Odisha #ArgusNews