#ନ୍ୟାୟ_ପାଇଁ_ଏସ୍_ପିଙ୍କ_ନିକଟରେ_ଗୁହାରୀ
ବାଲେଶ୍ବର ଜିଲ୍ଲା ଅନନ୍ତପୁର ଅଞ୍ଚଳର ଜଣେ ମହିଳା ବାରମ୍ବାର ସୋର ଥାନାରେ ଅଧିକାରୀଣ ନିକଟରେ ଦ୍ବାରସ୍ତ ହୋଇଥିବା ବେଳେ ନ୍ୟାୟ ପାଇବାରୁ ବଞ୍ଚିତ ହୋଇଛନ୍ତି । ସ୍ଵାମୀଙ୍କ ପାଇଁ ଜୀବନ ହନ୍ତସନ୍ତ ।
#Balasore #soro #justice #women #policestation #soroSP #Odisha #ArgusNews