ଆମେ ସାଧାରଣ ଲୋକ ବୋଲି ବୋଧେ କିଛି ପଦକ୍ଷେପ ନେଉ ନାହାନ୍ତି ।
ସୌମ୍ୟ ପାଣିଗ୍ରାହୀଙ୍କ ଆତ୍ମହତ୍ୟା ଘଟଣାକୁ ପୁରିଛି ୧୨ ଦିନ ହେଲେ ଆଜି ପର୍ଯ୍ୟନ୍ତ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ହେଉନାହିଁ ।
#soumyapanigrahi #soumyadeathcase #Odisha #investigation #police #endslifeover #ArgusNews