#ନ୍ୟାୟ_ପାଇଁ_ଭିକ୍ଷା_ମାଗିଲେ_ମା_ଓ_ପୁଅ
#ବିବାଦରେ_ବାଲିଚନ୍ଦ୍ରପୁର_ପୋଲିସ
#ବିବାଦରେ_ଏସପି_ପି_ଆର_ରାହୁଲ
ଦିଅର ଅଜିତଙ୍କ ବିରୋଧରେ ଅପହରଣର ଅଭିଯୋଗ ଆଣିଲେ ଭାଉଜ ଶୁଭଲକ୍ଷ୍ମୀ ।ଅଭିଯୋଗ ପରେବି କାର୍ଯ୍ୟାନୁଷ୍ଠାଟନ ଶୂନ । କାହିଁକି ଚୂପ ବସିଛନ୍ତି ଏସପି ପିଆର ରାହୁଲଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା କୃଷ୍ଣପୁର ଶାସନ ଗ୍ରାମରୁ ଆସିଲା ଅପହରଣର ଅଭିଯୋଗ । ଗ୍ରାମର ସରୋଜ ମିଶ୍ରଙ୍କ ଝିଅ ଶୁଭଲଷ୍ମୀ ଷଡ଼ଙ୍ଗୀ ଓ ନାତି ଅଂଶୁମାନ ଷଡ଼ଙ୍ଗୀଙ୍କୁ ଅପହରଣ କରିଥିବାର ଅଭିଯୋଗ ହୋଇଛି ।
#Jajpur #Badachana #KidnapCase #OdishaPolice #Justice #Odisha #ArgusNews