#ନ୍ୟାୟ_ପାଇଁ_ହାଇକୋର୍ଟଙ୍କ_ଦ୍ବାରସ୍ଥ_ହେଲେ_ରୁବି_କୁମ୍ଭାର
#ବରଗଡ଼ର_ଗୋବିନ୍ଦଙ୍କ_ବିଧବା_ରୁବି_ଲଢୁଛନ୍ତି_ନ୍ୟାୟର_ଲଢେଇ
24 ସେପଟେମ୍ବର। ରାତି ଅଧରେ ସିଭିଲ ଡ୍ରେସରେ ଆସିଲେ ପୋଲିସ ବାବୁ। ମଦ ବି ପିଇଥିଲେ। ଗୋବିନ୍ଦ କୁମ୍ଭାରଙ୍କୁ ମାଡ଼ ମାରି ଉଠାଇନେଲେ 2 ମାସ ତଳର ପୁରୁଣା କେସରେ। ହାଜତରେ ମୃତ୍ୟୁ ହୋଇଗଲା ଗୋବିନ୍ଦଙ୍କର। ବରଗଡ଼ ପୋଲିସ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଆଣିଥିଲେ ଗୋବିନ୍ଦ କୁମ୍ଭାରଙ୍କ ବିଧବା ରୁବି କୁମ୍ଭାର
#Bargarh #OdishaCustodialdeathcase #GobindaKumbhar #RubiKumbhar, #BaragarhCustodialdeath #Odisha #ArgusNews