ନ୍ୟାୟ ଲାଗି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟଲେ ଦିବ୍ୟାଙ୍ଗ ଯୁବତୀଙ୍କର୍ ବାପା ମାଁ। ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା କେଶଲପୁରା ଗାଁର୍ ଜନେ ଦିବ୍ୟାଙ୍ଗ ଯୁବତୀକେ ଦୁଷ୍କର୍ମ ହେଇଥିବାର୍ ଅଭିଯୋଗ୍ ହେଇଥିଲା। ହେଲେ ଘଟନା ନେ ପୋଲିସ କିଛି ଆକ୍ସନ୍ ନାଇ ନେବାର୍ ଅଭିଯୋଗ୍ ହେଇଛେ। ଘଟନାକେ ୧୩ ଦିନ୍ ହେଇ ଯାଇଥିଲେ ବି ବୀରମହାରାଜପୁର ପୋଲିସ ଅଭିଯୁକ୍ତକେ ଗିରଫ୍ ନାଇ କରବାର୍ । ସେଥିର୍ ଲାଗି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଭେଟିଛନ୍ ଦିବ୍ୟାଙ୍ଗ ଯୁବତୀଙ୍କ ବାପା ମାଁ
#Sonepur #justice #police #Odisha #ArgusNews