ନୟାଗଡ଼ ପାଲଟିଛି ବ୍ରାଉନସୁଗାର ହବ !
ନୟାଗଡ଼ର ବ୍ରାଉନସୁଗାର ବାଦଶାହ ଶିବ ପ୍ରସାଦ ଘରେ ଏସଟିଏଫ୍ ରେଡ଼ ବେଳେ ଜବତ ହୋଇଛି 3 କେଜିରୁ ଅଧିକ ବ୍ରାଉନସୁଗର। ଏହାସହ ୬୫ ଲକ୍ଷ ଟଙ୍କା ଜବତ ହେବା ସହ ଅଭିଯୁକ୍ତ ଶିବର ଜଣେ ସହଯୋଗୀକୁ ଗିରଫ କରିଛି ଏସଟିଏଫ୍
#Nayagarh #BrownSugar #Stfraid #ShibaPrasad #ArgusNews