ପୁଣି ଚର୍ଚ୍ଚାରେ ନୟାଗଡ ସିଡିଏମଓ । ୦୧ ତାରିଖରେ ନୟାଗଡର ଜଣେ ବାସିନ୍ଦା ସଞ୍ଜୟ କୁମାର ବେହେରା ତାଙ୍କ ଝିଅ ସୁଭସ୍ମିତା ବେହେରା । ଅଚାନକ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯିବାରୁ ନୟାଗଡ ଜ଼ିଲ୍ଲା ମେଡିକାଲରେ ଭର୍ତି କରିଥିଲେ | କିନ୍ତୁ ଡାକ୍ତର ଅଭାବରୁ ନିରୀହ ୧୧ ବର୍ଷ ଝିଅଟିର ଜୀବନ ଚାଲି ଯାଇଥିଲା | ଆଶ୍ଚର୍ଯ୍ୟର କଥା ଏହି ଡାକ୍ତର ବାବୁ ଚିକିତ୍ସା କରୁଥିବା ସମୟରେ କାହା ସହ ଫୋନରେ କଥା ହୋଇ ଚିକିତ୍ସା କରୁଥିଲେ ଓ କାହାକୁ ପଚାରି କରୁଥିଲେ
#Nayagarh #CDMO #Hospital #Odisha #ArgusNews