#ନୟାଗଡ଼ରେ_ବିପର୍ଯ୍ୟସ୍ତ_ସ୍ବାସ୍ଥ୍ୟସେବା
ଚିକିତ୍ସା ନ ପାଇ ହନ୍ତସନ୍ତ କିଡନି ରୋଗୀ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଚଳ ହୋଇପଡ଼ିଛି ଡାଏଲେସିସ୍ ସେବା। ଅବ୍ୟବସ୍ଥା ଘେରରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ।
#Dialysis #KidneyProblem #HealthIssue #nayagarh #Hospital #Neglect #Odisha #ArgusNews