ପଂଚାୟତ ନିର୍ବାଚନରେ ପାଳନ ହେଉନି କୋଭିଡ ଗାଇଡଲାଇନ । ନାମାଙ୍କନ ପତ୍ର ଦାଖଲ ବେଳେ ବହୁଳ ଭାବେ ଲୋକ ହେଉଛନ୍ତି ଏକାଠି । ଯାହାକୁ ନେଇ ଉଦବେଗ ପ୍ରକାଶ କଲେ ରାଜ୍ୟ ନିର୍ବାଚନ କମିଶନ । କୋଭିଡ ନିୟମ ପାଳନ କରିବା ସହ ଉଲଂଘନ କାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦେଶ ଦେଲେ ନିର୍ବାଚନ କମିଶନ ।
#PanchayatElections #covidguidelines #violence #ElectionCommission #Action #ArgusNews