ପଂଚାୟତ ନିର୍ବାଚନରେ ଓବିସି ଓ ଆଦିବାସୀ ସଂରକ୍ଷଣକୁ ଚରମ ଅବହେଳା କରିଛନ୍ତି ରାଜ୍ୟ ସରକାର । ତୁରନ୍ତ ଓବିସିଙ୍କୁ ସେମାନଙ୍କ ହକ ଦିଆଯାଉ । ଏହି ଦାବିରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶାଳ ରାଲି, ପ୍ରତିବାଦ ଶୋଭାଯାତ୍ରା ।
#OBC #Reservation #election #Odisha #ArgusNews #PanchayatElection