ଜଣେ 102 ବର୍ଷ ବୃଦ୍ଧଙ୍କ ଲଢେଇ ପକ୍କା ଘର ପାଇଁ । ବ୍ଲକ ସମୁଖରେ ଧାରଣା । ଲଗାତାର ୩ ଦିନର ଧାରଣା ପରେ ଅସୁସ୍ଥ ହୋଇପଡିଛନ୍ତି ଏହି ବୃଦ୍ଧ ବଳଭଦ୍ର ପ୍ରଧାନ। ଆଜି ତାଙ୍କୁ ନୂଆପଡା ଡାକ୍ତରଖାନାରେ ଭର୍ତି କରାଯାଇଛି ।
#Puri #Krushnaprasad #BalbhadraPradhan #protest #pakkaghar #OdishaCM #Odisha #ArgusNews