#ପକ୍କାଘର_ପ୍ରହେଳିକା
#ଥିଲା_ବାଲାଙ୍କୁ_ହଁ_ନଥିଲା_ବାଲାଙ୍କୁ_ନାହିଁ
ତାଲିକାରେ ଯୋଗ୍ୟ ହିତାଧିକାରୀଙ୍କ ନାଁ ସାମିଲ କରାଯାଉଛି, ମାତ୍ର ବର୍ଷ ବର୍ଷ ପରେ ବି ମିଳୁନି ଘର । ଏଭଳି ସାଂଘାତିକ ଅଭିଯୋଗ ଆସିଛି କେନ୍ଦୁଝର ଚମ୍ପୁଆ ବ୍ଲକ ଅନ୍ତର୍ଗତ ବଡନଈ ଗାଁରୁ ।
#awasyojana #Kendujhar #champua #pakkaghara #corption #Allegation #Odisha #ArgusNews