ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ବାଲିପଟା ପଞ୍ଚାୟତର ବାଲିପଟା- ଚନ୍ଦ୍ରପୁର ରାସ୍ତା ତୁରନ୍ତ ପକ୍କା ରାସ୍ତା ନିର୍ମାଣ କରିବା ସମେତ ଯୁଦ୍ଧକାଳୀନ ଭିତ୍ତିରେ ସମ୍ଭାବ୍ୟ ମରୁଡ଼ିର ମୁକାବିଲା ପାଇଁ ପଦକ୍ଷେପ ନେବାକୁ ଦାବିକରି ଶତାଧିକ ମହିଳା, ପୁରୁଷ ଓ ଏସୟୁସିଆଇ (କମ୍ୟୁନିଷ୍ଟ)ର ମିଳିତ ଉଦ୍ୟୋଗରେ ଶୋଭାଯାତ୍ରା କରି ବ୍ଲକ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି
#ArgusNews #Odisha #Angul #Chhendipada #Protest #Roadproblem