ପଙ୍କ ଉଦ୍ଧାର ନାଁରେ କୋଟି କୋଟି ଟଙ୍କା ଲୁଟ୍ ଅଭିଯୋଗ। ନିର୍ଦ୍ଧାରିତ ସମୟରେ ନକରି ବିଳମ୍ବରେ କରାଯାଉଛି ପଙ୍କ ଉଦ୍ଧାର କାର୍ଯ୍ୟ। କଟକ ମହାନଗର ନିଗମ ଅଧିକାରୀ, ଇଂଜିନିୟର ଓ କିଛି ଠିକାଦାର ମିଶି ହରିଲୁଟ୍ କରୁଛନ୍ତି ଟଙ୍କା। ଆଉ ଜଳବନ୍ଦୀ ସମସ୍ୟାରୁ ସ୍ଥାୟୀ ସମାଧାନ ପାଇ ପାରୁନାହାଁନ୍ତି ସହରବାସୀ ।
#ArgusNews #ArgusTv #Odisha #Cuttack #Drainage_System