ପଚା ଡ୍ରେନ ପାଣି ଘେରରେ ବିତୁଛି ଜୀବନ । ଗୁହାରି ଶୁଣିବାକୁ କେହି ନାହିଁ । କେନ୍ଦୁଝର ସହର ଅନ୍ତର୍ଗତ ମାଗୁରଗାଡ଼ିଆ କଲୋନୀର ଜଣେ ସିଆରପିଏଫ ଯବାନ ଏହି ଅଭିଯୋଗ ଆଣିଛନ୍ତି । ସମସ୍ୟାର ସମାଧାନ ହେଉନଥିବା କାରଣରୁ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏହି ଯବାନ ଜଣଙ୍କ ।
#ArgusNews #ArgusTv #Odisha #Keonjhar #Army_Officer