ସମ୍ଵଲପୁର ସହର ଗୋଲବଜାରନେ ଥିବାର୍ ପଞାବ୍ ନ୍ୟାସନାଲ୍ ବ୍ୟାଙ୍କନେ ଅଗ୍ନିକାଣ୍ତ। ବ୍ୟାଙ୍କନେ ଲାଗିଥିବାର୍ AC ର ଆଉଟ ଡୋର୍ ମେସିନ ସର୍ଟସାର୍କିଟ ଲାଗି ନିଆଁ ଜଲିଥିବାର୍ ବେଲକେ ଗୁଟେ ଆଉଟ ଡୋର ମେସିନ ଜଲି ଯାଇଛେ । ଘଟନା ଜାଗାନେ ଅଗ୍ନିସମ ବିଭାଗ ପୁହଚିକିନା ନିଆ ଲିଭାବା ଜାରି ରଖିଛନ୍
#Sambalpur #goalbazar #punjabnationalbank #Fire #Odisha #ArgusNews